Текст песни
ତୁ ମୋ ପ୍ରେମର ପୂଜା, ପୂଜା ତୁ ମୋ ଅର୍ଚ୍ଚନା। ହେ! ତୋ ପାଇଁ ଲେଖେ କବିତା, କବିତା ଲେଖେ ମୋ ରଚନା। ତୁ ମୋ ପ୍ରେମର ପୂଜା, ପୂଜା ତୁ ମୋ ଅର୍ଚ୍ଚନା। ତୋ ପାଇଁ ଲେଖେ କବିତା, କବିତା ଲେଖେ ମୋ ରଚନା। ଆଲୋ ମୋର beauty, ତୁ ମୋର sweetie। ଆଲୋ ମୋର beauty, ତୁ ମୋର sweetie। ଆ କରି ବଟିକେ ଧୁମତାନନା ଧୁଧୁମତାନନା। ମୁଁ ତପନୀ ହେଲୁ ମୋର। ମୋ ଅର୍ଚ୍ଚନା। ମୁଁ ଜହ୍ନ, ଜହ୍ନ ମୋ ଜହ୍ନ। ଲାଜ ଲାଜ ତୋର ଆଖି, ଭଲ ମୁଁ ପାଇଲି ଦେଖି। ଆଖିରେ ମାଇଲୁ ତୀର, ମନକୁ କଲୁ ଅସ୍ଥିର। ସୁନେଲି ସୁନେଲି ଘରା, ଲାଗେ ମୋ ଜୀବନ ପରା। ପ୍ରେମରେ କଲୁ କୁହୁକ, ହିଣ୍ଡିଲା ମନ ସିନ୍ଦୁକ। ଲାଜ ତୋର ଆଖି, ଭଲ ମୁଁ ପାଇଲି ଦେଖି। ଆଖିରେ ମାଇଲୁ ତୀର, ମନକୁ କଲୁ ଅସ୍ଥିର। ସୁନେଲି ସୁନେଲି ଘରା, ଲାଗେ ମୋ ଜୀବନ ପରା। ପ୍ରେମରେ କଲୁ କୁହୁକ, ହିଣ୍ଡିଲା ମନ ସିନ୍ଦୁକ। ଆଲୋ ମୋର ଗୋରି, କରନା ତୁ ଡେରି। ଆଲୋ ମୋର ଗୋରି, କରନା ତୁ ଡେରି। ଆ କରି ବଟିକେ ଧୁମତାନନା ଧୁଧୁମତାନନା। ତୁ ମୋ ମୋ ଅର୍ଚ୍ଚନା। କବିତା ଲେଖେ ରଚନା। ଲଖି ଶ୍ରାବଣର ଧାରା, ଭିଜାଇ ମନକୁ ପରା। ରଜନୀଗନ୍ଧାର ବାସ, ଲଗାଇ ପ୍ରେମ ପରଶ। ଛୁଇଁଲା ଯେ ପେ ପାଗଳ। ଦେଲୁ ମତେ ଗୁଣୀ, ମନ ନେଇଗଲ ଲଖି ଶ୍ରାବଣର ଧାରା, ଭିଜାଇ ମନକୁ ପରା। ରଜନୀଗନ୍ଧାର ବାସ, ପରଶ। ଛୁଇଁଲା ଯେ ପେ ସହଳ, କରିଲୁ ମତେ ପାଗଳ। କରି ଦେଲୁ ମତେ ଗୁଣୀ, ମନ ନେଇଗଲ କିଣୀ। ଡରନା ମୋ hero ମୁଁ ପାଖେ ଅଛି ତୋର, ଡରନା ମୋ hero ମୁଁ ପାଖେ ଅଛି କରି ବଟିକେ ଧୁମତାନନା ଧୁଧୁମତାନନା। ତାଜନା।
Lily, Deelip — TU MO PREMA RA PUJA TU MO ARCHANA
«TU MO PREMA RA PUJA TU MO ARCHANA» — Lily, Deelip. Читайте текст песни и подпевайте с караоке-подсветкой: строки текста подсвечиваются в такт музыке. Слушайте онлайн бесплатно или скачайте mp3. Длительность записи — 6:40. Жанр — Этническая.
